Filtrer par genre
- 4 - ହାଇଦ୍ରାବାଦ: ମହାମାରୀ ରୂପ ନେଇଛି କୋରାନା । ରାକ୍ଷସ ରୂପି କୋରୋନା କେବଳ ଚୀନକୁ ଗ୍ରାସି ନାହିଁ । ସାରା ବିଶ୍ବରେ
ହାଇଦ୍ରାବାଦ: ମହାମାରୀ ରୂପ ନେଇଛି କୋରାନା । ରାକ୍ଷସ ରୂପି କୋରୋନା କେବଳ ଚୀନକୁ ଗ୍ରାସି ନାହିଁ । ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଭୟଙ୍କର ନଭେଲ କୋରୋନା ଭାଇରସ ଭାରତରେ ମଧ୍ୟ ଚିହ୍ନଟ ହୋଇସାରିଛି । କେରଳରେ ତିନି ତିନିଟି ରୋଗୀ ଚିହ୍ନଟ ହେବା ପରେ ସାରା ଦେଶରେ କୋରୋନା ଛନକା । ହେଲେ ଭାଗ୍ୟବଶତଃ ଏଯାବତ ତେଲେଙ୍ଗାନାରେ କୌଣସି କୋରାନା ଆକ୍ରାନ୍ତର ଶିକାର ହୋଇନଥିବା ସୂଚନା ମିଳିଛି ।
Tue, 11 Feb 2020 - 09min - 3 - ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଜି ଦୁଃଖଦୁର୍ଦ୍ଦଶାରେ କାଳ କାଟୁଛି
ଦେଶ ସ୍ବାଧୀନ ହେଲା। ଦେଶବାସୀଙ୍କ ମୁହଁରେ ହସ ଫୁଟିଲା। ହେଲେ ଆଜି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଖିରେ ଲୁହ। ଦି ଓଳି ଦି ମୁଠା ଖାଇବାକୁ ଦାନା ଗଣ୍ଡେ ନାହିଁ। ଭଙ୍ଗା ଘରେ ରହୁଛନ୍ତି ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର। ଏହା ହେଉଛି ଭଦ୍ରକ ଧାମନଗର ବ୍ଳକ ଖପରପଦା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତଃ ସଚ୍ଚିଦାନନ୍ଦ ପଣ୍ଡାଙ୍କ ପରିବାର କଥା ।
Mon, 10 Feb 2020 - 01min - 2 - ଖାକିବାବୁ ଙ୍କ ଦାଦାଗିରି, ପୋଷାକ ପିନ୍ଧି ଦେଳେ ମାନନ୍ତି ନାହିଁ ଇନ୍ଦ୍ର ଚନ୍ଦ୍ର।
ପୁରୀ: ଦୁର୍ବ୍ୟବହାର କରି ସସପେଣ୍ଡ ହେଲେ ପୋଲିସ ଅଧିକାରୀ। ‘ମୋ ସରକାର’ ଅନ୍ତର୍ଗତ ସବୁ ଥାନାରେ ଏବେ ପୋଲିସ ଅଧିକାରୀ ଉତ୍ତମ ବ୍ୟବହାର ସହିତ ଲୋକଙ୍କୁ ମାମଲା ଦାୟର କରିବାରେ ସାହାଯ୍ୟ କରିବାରୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।
Mon, 10 Feb 2020 - 01min - 1 - କଳାହାଣ୍ଡି ଚାଷୀ ଙ୍କ ଦୁଃଖ
ଚାଷୀ ଆତ୍ମହତ୍ୟା ଅନେକଥର ଗଣମାଧ୍ୟମ ସାମ୍ନା କୁ ଆସୁଛି କିନ୍ତୁ ସରକାର ପାଖକୁ ପହଞ୍ଚୁନୀ,ଅନେକ ଚାଷୀ କଳାହାଣ୍ଡି ରୁ ଋଣଭାର ସୁଝି ନପାରି ପାରି , ଆତ୍ମହତ୍ୟା କରୁଥିବା ବେଳେ ଟୋକନ ଅପବ୍ୟବସ୍ଥା ରେ ଚାଷୀ ଙ୍କ ଆତ୍ମହତ୍ୟା ପାଇଁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଛନ୍ତି।
Mon, 10 Feb 2020 - 03min
Podcasts similaires à khabar odia
- Mit den Waffeln einer Frau barba radio, Barbara Schöneberger
- radioWissen Bayerischer Rundfunk
- Der Tag Deutschlandfunk
- Die Nachrichten Deutschlandfunk
- Hintergrund Deutschlandfunk
- Eine Stunde History - Deutschlandfunk Nova Deutschlandfunk Nova
- Psychologie to go! Dipl. Psych. Franca Cerutti
- Kriminalhörspiel Hörspiel und Feature
- Erotik Geschichten Lucy Rush
- Die Ernährungs-Docs - Essen als Medizin NDR
- Zwischen Hamburg und Haiti NDR Info
- Gysi gegen Guttenberg – Der Deutschland Podcast Open Minds Media, Karl-Theodor zu Guttenberg & Gregor Gysi
- "Kein Mucks!" – der Krimi-Podcast mit Bastian Pastewka (Neue Folgen) Radio Bremen
- Sinnlos Märchen RADIO PSR
- Geschichten aus der Geschichte Richard Hemmer und Daniel Meßner
- Verbrechen von nebenan: True Crime aus der Nachbarschaft RTL+ / Philipp Fleiter
- Das Wissen | SWR SWR
- WDR Zeitzeichen WDR
- Aha! Zehn Minuten Alltags-Wissen WELT
- Kurt Krömer - Feelings Wondery
- Aktenzeichen XY… Unvergessene Verbrechen ZDF - Aktenzeichen XY
- LANZ & PRECHT ZDF, Markus Lanz & Richard David Precht
- Verbrechen ZEIT ONLINE
- ZEIT WISSEN. Woher weißt Du das? ZEIT ONLINE